ଓଆରଏଚଡିସି ଦୁର୍ନୀତି ମାମଲା

« Prev

Next »

ଓଆରଏଚଡିସି ଦୁର୍ନୀତି ମାମଲା

Description:

ଆଇଏଏସ ବିନୋଦ କୁମାର ୩ବର୍ଷ ଜେଲ୍‌। ଓଡ଼ିଶା ଗ୍ରାମ୍ୟ ଗୃହନିର୍ମାଣ ନିଗମ(ଓଆରଏଚଡିସି) ଦୁର୍ନତି ମାମଲରେ ଏହାର ତତ୍‌କାଳୀନ ପରିଚାଳନା ନିର୍ଦ୍ଦେଶକ ତଥା ଆଇଏଏସ ଅଧିକାରୀ ବିନୋଦ କୁମାର ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ ପରେ ଭିଜିଲାନ୍ସ କୋର୍ଟ ଅଭିଯୁକ୍ତ ଆଇଏଏସ ଅଫିସର ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ଭିଜିଲାନ୍ସ କୋର୍ଟ। ଏହି ମାମଲାରେ ଅନ୍ୟତମ ଦୋଷୀ ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ବି ୩ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି।
For details visit our website - https://odisha.live/2018/08/10/ias-officer-gets-3-years-jail-in-orhdc-scam/ or call us at : 06742303311

General details:

Sold by: odishalive (0 / # 0) Grade odishalive
Email: Contact seller

Ad Details

Ad id: 334634
Ad views:25
Ad expires: 2018.09.09 (in 23 days)
Added: 2018.08.10
Current rating (after 0 votes) Grade








More ads in this category Ads from this seller Contact seller Tell-a-friend Print

Search
   

We have a total of 138652 users and 17612 ads. There have been 3949500 ad views.